📞 +00 (123) 456 7890 ✉️ info@domain.com

Your Asmita TV News Source

ଭୟଙ୍କର ପ୍ଲେନ୍ କ୍ରାସ: ୧୫ ଜଣ ମୃତ

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
Admin Feb 28, 2026

ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

ଭୟଙ୍କର ପ୍ଲେନ୍ କ୍ରାସ: ୧୫ ଜଣ ମୃତ

<p>ବଲିଭିଆରେ ଭୟଙ୍କର ବିମାନ ଦୁର୍ଘଟଣା। ରାଜଧାନୀ ଲା ପାଜ ନିକଟ ଏଲ ଅଲ୍ଟୋ ସହରରେ ବିମାନ ଦୁର୍ଘଟଣା । ଏୟାର ଫୋର୍ସର ଏକ ହରିକୁଲିସ ବିମାନ ସି-୧୩୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ ଏଲ ଅଲଟୋ ସହରରେ କ୍ରାସ ହୋଇଥିଲା। ଖରାପ ପାଗ ଯୋଗୁଁ ବିମାନଟି ରନୱେରୁ ଖସି ଯାଇଥିବାର ସୂଚନା ମିଳିଛି।</p><p>ବିମାନ ଟି କ୍ରାସ ହେବା ପରେ ପାଖରେ ଥିବା ହାଇୱେକୁ ମାଡ଼ି ଯାଇଥିଲା ଏବଂ ରାସ୍ତାରେ ଯାଉଥିବା କାରକୁ ଧକ୍କା ଦେଇଥିଲା। ତେବେ କେମିତି ଓ କେଉଁ ପରିସ୍ଥିତିରେ ବିମାନ ଦୁର୍ଘଟଣାର ଶିକାର ହେଲା ଏହାର କାରଣ ଅସ୍ପଷ୍ଟ ଥିବା ବେଳେ ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବଲିଭିଆ ସରକାର।</p>
Article ID: 7 Slug: news-1772282704

About Us

When you're building a website, it's tempting to get distracted by all the bells and whistles of the design process and forget all about creating compelling content. But having awesome content on your website is crucial to making inbound marketing work for your business.

Asmita TV

Your Asmita TV Source

News

  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

    ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

Watch+Listen

  • Watch live TV news and your favorite shows on demand.

Tags

News Sports Schedule Health Business Travel Autos Deals Corporate Markets Design Food Broadcast News Politics Promo Entertainment Primetime News Advertising Android Live Feed
© 2026, Asmita TV. All Rights Reserved